ଧର୍ମପ୍ରାଣ ମହିଳା ସ୍ବର୍ଗତ ଫୁଲ ବେହେରା ଙ୍କ ଏକାଦଶାହ କର୍ମ ଅନୁଷ୍ଠିତ |

557

କଟକ (ଉତ୍କଳ ନ୍ୟୁଜ ) ୧୦-୦୨ -୨୦୨୪: ଧର୍ମପ୍ରାଣ ମହିଳା ସ୍ବର୍ଗତ ଫୁଲ ବେହେରା ଙ୍କ ଏକାଦଶାହ କର୍ମ ୭-୦୨-୨୪ ରିଖ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି | ଚଷାପଡା ସ୍ଥିତ ଜ୍ୱାଇଁ ହୃଷିକେଶ ଭୂୟାଁ ଓ ଝିଅ ତିଳତମା ଭୂୟାଁ ମା ସ୍ବର୍ଗତ ଫୁଲ ବେହେରା ଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିଥିଲେ | ଏକାଦଶାହ କର୍ମ ଚଷାପଡା ରେ ଅନୁଷ୍ଠିତ ହୋଇଥିବା ବେଳେ ବନ୍ଧୁ ବାନ୍ଧବ , ଗ୍ରାମବାସୀ , ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ଡ଼ . ପ୍ରଭାତ ରଞ୍ଜନ ବିଶ୍ୱାଳ ଉପସ୍ଥିତ ରହି ପୁଣ୍ୟ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ | ଏହି ଏକାଦଶାହ କର୍ମ ରେ ଝିଅ ଜ୍ୱାଇଁ ଙ୍କ ସହ ନାତି ନାତୁଣୀ ଅନୁ , ସାନୁ , ଚିନୁ , ବନି , ଗୋଜି , ସୋନାଲି , କୁହୁ, ସୂର୍ଯ୍ୟ , ପିନୁ , ରାହୁଲ , ଆଦି ଉପସ୍ଥିତ ରହିଥିଲେ |