କଟକ ଟାଙ୍ଗି ଟୋଲ ଗେଟ ନିକଟରୁ ୯ କିଲୋ ସୁନା ଜବତ |

89

କଟକ (ଉତ୍କଳ ନ୍ୟୁଜ ) ୩୦- ୦୩-୨୦୨୪ : କଟକ ଟାଙ୍ଗି ଟୋଲ ଗେଟ ନିକଟରୁ ୯ କିଲୋ ସୁନା ଜବତ | ଟାଙ୍ଗୀ ବନ୍ଦାଳୋ ଟୋଲ୍‌ ଗେଟ୍‌ରୁ ୯ କେଜି ସୁନା ଜବତ , କାର ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ତଦନ୍ତ କରୁଛି ଡିଆରଆଇ | ଏହି ସୁନା ଗୁଡିକ -କୋଲକାତାରୁ କାର୍‌ ଯୋଗେ ଚାଲାଣ ହେଉଥିଲା | ଏହି ସୁନା ର ଆନୁମାନିକ ମୂଲ୍ୟ ପ୍ରାୟ ୬ କୋଟି ରୁ ଉର୍ଧ ହେବ |