ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ହକି ଇଣ୍ଡିଆ ର ନୂତନ ସଭାପତି |

208

କଟକ (ଉତ୍କଳ ନ୍ୟୁଜ) ୨୩-୦୯-୨୦୨୨ : ଦେଶ ତଥା ଓଡିଶା ର ମହାନ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ହକି ଇଣ୍ଡିଆ ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି | ବିନା ପ୍ରତିଦ୍ବନ୍ଦିତା ରେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି ସେ | ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଭାଵ ରେ ହକି ଇଣ୍ଡିଆ କୁ ମିଳିଛି ନୂତନ ସଭାପତି | ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ନିଜ ଟୁଇଟର ରେ ଏକ ଫୋଟୋ ସେୟାର କରି ଏହି ସୂଚନା ଦେଇଛନ୍ତି |