ଲଗାଣ ବର୍ଷା ନେଇ ୨୩ ଜିଲ୍ଲା କୁ ୟେଲୋ ସତର୍କ ଜାରି |

99

କଟକ (ଉତ୍କଳ ନ୍ୟୁଜ) ରାଜ୍ୟ ରେ କିଛିଦିନ ହେବ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ ରେ ଅଧିକାଂଶ ସ୍ଥାନ ରେ ବର୍ଷ ଲାଗିରହିଛି | ଗତ ୨୪ ଘଣ୍ଟା ରେ ମୌସୁମୀ ବର୍ଷା ପ୍ରାୟ ୧୭.୩ ମି.ମି ବର୍ଷା ରେକର୍ଡ ହୋଇଛି | ଯାହା ଗତ ୨୪ ଘଣ୍ଟା ରେ ସ୍ୱାଭାବିକ ବର୍ଷା ଠାରୁ ଅଧିକ ରହିଛି | ଏପରି ପରିସ୍ଥିତି ରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ଝଡ ବର୍ଷା ସହିତ ପ୍ରବଳ ବର୍ଷା ର ସମ୍ଭାବନା ରହିଛି | ଆଞ୍ଚଳିକ ପାଣି ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି |