ଆହତ ଙ୍କୁ ମେଡିକାଲ ନେଲେ ମିଳିବ ପୁରସ୍କାର : କେନ୍ଦ୍ର ସରକାର |

102

କଟକ (ଉତ୍କଳ ନ୍ୟୁଜ) ୦୮-୧୦-୨୦୨୧ : ଅଠର କେନ୍ଦ୍ର ସରକାର ଙ୍କ ତରଫରୁ ନୁଆ ଏକ ଯୋଜନା ଆରମ୍ଭ ହୋଇଛି | ଯୋଜନା ଟି ହେଉଛି | ଦୁର୍ଘଟଣା ରେ ଆହତ ବ୍ୟକ୍ତି ଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିବା ବ୍ୟକ୍ତି ମାନଙ୍କୁ ସରକାର ଙ୍କ ତରଫରୁ ପୁରସ୍କାର ଦିଆଯିବ | ଭାରତ ସରକାର ଙ୍କ ସଡକ ପରିବହନ ଓ ରାଜମାର୍ଗ ବିଭାଗ ଏହି ଯୋଜନା ଆରମ୍ଭ କରିଛି | ଦେଶ ରେ ପ୍ରତିଦିନ ରାସ୍ତା ଦୁର୍ଘଟଣା ରେ ଅନେକ ଲୋକଙ୍କ ଜୀବନ ଯାଉଥିବା ଦେହିବାକୁ ମିଳୁଛି | ଠିକ ସମୟରେ ଚିକିତ୍ସା ନ ପାଇ ମୃତ୍ୟୁ ବାରଣ କରୁଛନ୍ତି | ଯଦି ସେମାନଙ୍କୁ ଠିକ ସମୟରେ ମେଡିକାଲ ରେ ଭର୍ତ୍ତି କରାଯିବ | ହୁଏତ ସେମାନେ ଙ୍କ ଜୀବନ ବଞ୍ଚିଯାଇପାରିବ | ତେଣୁ ଏହାକୁ ଦୃଷ୍ଟି ରେ ରଖି ଭାରତ ସରକାର ଏହି ଯୋଜନା ଟି ଆରମ୍ଭ କରିଛନ୍ତି | ଏଥିପାଇଁ ଭାରତ ସରକାରଙ୍କ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ର ମୁଖ୍ୟ ଶାସନ ସଚିବ ଙ୍କୁ ଚିଠି ଲେଖିଛନ୍ତି | ଏହି ଯୋଜନ ୨୦୨୧ ଅକ୍ଟୋବର ୧୫ ରୁ ଲାଗୁ କରାଯିବ | ୨୦୨୬ ମାର୍ଚ୍ଚ ୩୧ ଯାଏଁ କାର୍ଯ୍ୟକ୍ଷମ ରହିବ |