ବିବାହିତ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ସ୍ୱାମୀ ଅଟକ |

94

କଟକ (ଉତ୍କଳ ନ୍ୟୁଜ) ୧୭-୦୯-୨୦୨୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାସ୍ତା ଗୋକର୍ଣ୍ଣପୁରୁ ବ୍ରିଜ ନିକଟରେ ଏଇ ମର୍ମତୁତ ଦୃଘଟଣା ଘଟିଯାଇଛି, କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଛି ଘଟଣା ସ୍ଥଳରେ ହିଁ ଦୁଇଜଣ ମହିଳା ଙ୍କ ମୃତ୍ୟୁ ହୋଇଛି ସେମାନେ ହେଲେ ତମାଳ ବିନ୍ଦାଣୀ ଓ ଚିନାରୀ ବାଙ୍ଗାରି ଏଇମାନ ସକାଳୁ ନିଜ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟେରେ ଏଇ ଦୃଘଟଣା ହୋଇଥିବା ସୂଚନା ମିଳିଛି ଏଇ ଘଟଣା ପରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଦିଗପହଣ୍ଡି -ବ୍ରହ୍ମପୁର ରାସ୍ତା ଅବରୋଧ କରିଛନ୍ତି ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଂଚି ଲୋକ ମାନଙ୍କୁ ବୁଝାସୁଝା କରୁଛି | କୋଦାଳ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |