କେରଳ ରେ କରୋନା ପ୍ରକୋପ ପିକ ରେ |

117

କଟକ (ଉତ୍କଳ ନ୍ୟୁଜ) ୦୪-୦୯-୨୦୨୧ : ଦେଶ ରେ ପ୍ରାୟ ସବୁ ରାଜ୍ୟ ରେ କର୍ତ୍ତନ ପରିସ୍ଥିତି ନିୟନ୍ତ୍ରଣ ଥିବା ବେଳେ କିନ୍ତୁ କେରଳ ତାର ଓଲଟା ଦେଖିବାକୁ ମିଳୁଛି | କେରଳ ରେ କରୋନା ର ପ୍ରକୋପ ଦ୍ରୁତ ଗତି ରେ ବଢିଚାଲିଛି| ରାଜ୍ୟ ରୁ ପ୍ରତୀକଦିନ ୩୦ ହଜାର ରୁ ଅଧିକ ମାମଲା ସାମ୍ନା କୁ ଆସୁ ଥିବା ର ଦେଖିବାକୁ ମିଳୁଛି | ଏହାକୁ ଦୃଷ୍ଟି ରେ ରଖି ସୁପ୍ରିମକୋର୍ଟ କେରଳ ସରକାର ଙ୍କ ସେପ୍ଟେମ୍ବର ୬ ରୁ ସେପ୍ଟେମ୍ବର ୧୧ ତାରିଖ ମଧ୍ୟରେ ଏକାଦଶ ଶ୍ରେଣୀ ର ଅଫଲାଇନ ପରୀକ୍ଷା କରାଇବା ଆଦେଶ ଉପରେ ରୋକ ଲଗାଇଛନ୍ତି |