ମୋ କେଲଜ ପାଣ୍ଠି କୁ ୫ ଲକ୍ଷ ଦାନକଲେ ଏ କେ ସାବତ |

121

କଟକ (ଉତ୍କଳ ନ୍ୟୁଜ) :୦୧-୦୯-୨୦୨୧: ବ୍ରହ୍ମପୁରସ୍ତିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ର ପୁରାତନ ଛାତ୍ର ତଥା ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି | ମଙ୍ଗଳବାର ଦିନ ଶ୍ରୀ ସାବତ ମୋ କେଲଜ ଅଫିସରେ ପହଁଚି ଅଧକ୍ଷ ଆକାଶ ଦାସନାୟକ ଙ୍କୁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ | ଶ୍ରୀ ଦାସ ନାୟକ ଏ କେ ସାବତଙ୍କର ଉଚ୍ଚ ପ୍ରଶଂସା କରିଥିଲେ |