ଫୁଣି ଚିନ୍ତା ବଢ଼ାଇଲା କରୋନା |

120

କଟକ (ଉତ୍କଳ ନ୍ୟୁଜ) :୩୧-୦୮-୨୦୨୧: ରାଜ୍ୟ ରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ସଂକ୍ରମଣ | ରାଜ୍ୟରେ ପ୍ରାୟ ୧୧୦ ଜଣ ଛୋଟ ପିଲା ସଂକ୍ରମଣ ହୋଇଥିବା ର ସୂଚନା ମିଳିଛି | ୨୪ ଘଣ୍ଟାରେ ପ୍ରାୟ ୬୩୮ ପେଜେଟିଭ ଚିହ୍ନଟ | ଖୋର୍ଦ୍ଧା ରୁ ୨୬୦, କଟକ ରୁ ୫୭ ଚିହ୍ନଟ | ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭ ହଜାର ୭୫୦ ଜଣ | ସକ୍ରିୟ ଙ୍କ ସଂଖ୍ୟା ୭ ହଜାର ୨୫୫ ଜଣ | ସେମାନଙ୍କ ମଧ୍ୟରେ ୧୧୦ ଜଣ ଶିଶୁ ଅଛନ୍ତି |