୩୦ ଯାଏ ପ୍ରବଳ ବର୍ଷା |

114

କଟକ (ଉତ୍କଳ ନ୍ୟୁଜ) :୨୭-୦୮-୨୦୨୧: ପାଣିପାଗ ବିଭାଗ ତରଫରୁ ସୂଚନା ଆସନ୍ତା ୩୦ ଯାଏ ପ୍ରବଳ ବର୍ଷା | ୨୦ ଜିଲ୍ଲାରେ ଘଡ ଘଡି ସହ ପ୍ରବଳ ବର୍ଷା ସମ୍ଭାବନା | ସତର୍କ ରହିବା ପାଇଁ ଜିଲ୍ଲାପାଳମାଙ୍କୁ ଚିଠି ଦିଆଯାଇଛି | ଅଗଷ୍ଟ ୨୭ ରୁ ୨୮ ପର୍ଯ୍ୟନ୍ତ ୟେଲୋ ୱାରନିଂ ଜାରି କରାଯାଇଛି |