ରାଜ୍ୟରେ କରୋନା ର ତୃତୀୟ ଲହର ପ୍ରଭାବ |

91

କଟକ (ଉତ୍କଳ ନ୍ୟୁଜ ) ୨୭-୦୮-୨୦୨୧ : ରାଜ୍ୟରେ କରୋନା ର ତୃତୀୟ ଲହର ର ପ୍ରଭାବ ଦେଖିବାକୁ ମିଳୁଛି | ଛୋଟ ପିଲାମାନଙ୍କୁ ଏହା ଅଧିକ ପ୍ରଭାବ ପକାଇବାର ଦେଖାଯାଉଛି | ଆଜିସୁଦ୍ଧା ରାଜ୍ୟରେ ୧୦୬ ଶିଶୁ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୨ ଶିଶୁଙ୍କର ଏଥିରେ ମୁର୍ତ୍ତୃ ଘଟିଛି | ଏହା ଓଡିଶା ସ୍ୱାସ୍ଥ ବିଭାଗ ତରଫରୁ ସୂଚନା ମିଳିଛି | ଏଥି ପାଇଁ ଆମକୁ ସଚେତନ ହବା ଦରକାର |