ସୁପ୍ରିମକୋର୍ଟରେ ନୂଆ ୯ ଜଣ ଜର୍ଜ ନିଯୁକ୍ତି |

95

କଟକ (ଉତ୍କଳ ନ୍ୟୁଜ) :୨୭-୦୮-୨୦୧୧ : ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ସୁପ୍ରିମକୋର୍ଟରେ ୯ ଜଣ ନୂଆ ଜର୍ଜଙ୍କୁ ନିଯୁକ୍ତି କରିଛନ୍ତି |ରାଷ୍ଟ୍ରପତି ଭବନରୁ ଜାରିକରାଯାଇଥିବା ଅଧି ସୂଚନାରେ ଜଷ୍ଟିସ ଏଏସ ଓକା,ଜଷ୍ଟିସ ବିକ୍ରମ ନାଥ,ଜଷ୍ଟିସ ହିମା କୋହଲି ,ଜଷ୍ଟିସ ଯେ.କେ.ମହାଶ୍ୱେରୀ,ଜଷ୍ଟିସ ବି.ବି.ନାଗରତ୍ନା,ଯତୀଶ ସି.ଟି.ରବୀନ୍ଦ୍ର କୁମାର ,ଜଷ୍ଟିସ ଏମ.ଏମ.ସୁନ୍ଦରେସ ,ଜଷ୍ଟିସ ବେଲା ତ୍ରିବେଦୀ ,ଜଷ୍ଟିସ ପି.ଏମ.ନରସିଂହା ଙ୍କ ନାମ ରହିଛି | ଆସନ୍ତା ୨ ଦିନରେ ଏହି ୯ ଜଣ ଶପଥ ଗ୍ରହଣ କରିବେ |