ନୌକାବିହାର ପାଇଁ ନନ୍ଦନକାନନରେ ପ୍ରାକୃତିକ ପ୍ରେମିଙ୍କ ଭିଡ

90

କଟକ (ଉତ୍କଳ ନ୍ୟୁଜ ): ୨୬-୦୮-୨୦୧୧: ନନ୍ଦନକାନନରେ ପ୍ରାଣିଉଦ୍ୟାନକୁ ପରିଭ୍ରମଣ ରେ ଆସିଥିବା ପ୍ରଯ୍ୟଟକ ଙ୍କ ମନୋରଞ୍ଜନ ପାଇଁ କର୍ତୃପକ୍ଷ ବିଭିର୍ନ ପ୍ରକାର ବ୍ୟବସ୍ଥା କରିଥିଲେ | ତେବେ ମହାମାରୀ କରୋନା ପାଇଁ କର୍ତୃପକ୍ଷ ୨୦୧୧ ମେ ୧ତାରିଖ ଠାରୁ ନନ୍ଦନକାନନ ବନ୍ଦ ରଖିଥିଲେ |ପୁଣି କୋଭିଡ ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ତାରିଖରୁ ଖୋଲାଯାଇଥିଲା | ନନ୍ଦନକାନନରେ କାର୍ଯ୍ୟକ୍ରମେ ବ୍ୟାଟେରୀ ଚାଳିତ ଗାଡି ,ବାଘ ,ସିଂହ ,ତୃଣଭୋଜୀ ଓ ଭାଲୁ ସଫାରୀ କୁ ମଧ୍ୟ ଖୋଲାଯାଇଛି | ଏବେ ନୌକାବିହାର ଖୋଲାଯାଇଛି | ୨ ସିଟ ବିଶିଷ୍ଟ ବୋଟ ପାଇଁ ୫୦ ଟଙ୍କା, ୪ ସିଟ ବିଶିଷ୍ଟ ବୋଟ ପାଇଁ ୧୦୦ ଟଙ୍କା ଏବଂ ପରିବାର ବୋଟିଂ ପାଇଁ ୧୫୦ ଟଙ୍କା ରଖାଯାଇଛି | ବୋଟିଂ ସମୟରେ ଲାଇଫଗାର୍ଡ଼ ଜ୍ୟାକେଟ ପିନ୍ଧିବା ବାଧ୍ୟତା ମୂଳକ |