ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ |

96

କଟକ(ଉତ୍କଳ ନିଉଜ଼)୨୪.୦୮.୨୦୨୧-ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ହୋଇଛି |ବିକଳ୍ପ ମୁଲ୍ୟାୟନରେ ଅସନ୍ତୁଷ୍ଟ ପିଲା ଦେଇଥିଲେ ଅଫଲାଇନ ପରୀକ୍ଷା | ହାଇସ୍କୁଲ ,ଓପନ ସ୍କୁଲଓ ମାଧ୍ୟମ ମିଶି ୧୫,୧୫୧ ଜଣ ପରୀକ୍ଷା ଦେଇଥିଲେ |ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି | ପାସ ହାର ୮୦.୮୩% |ସର୍ବମୋଟ ରେ ୫୨୩୩ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |