ଅଗଷ୍ଟ ୨୮ ସୁଦ୍ଧା ଅଫଲାଇନ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ |

96

କଟକ(ଉତ୍କଳ ନିଉଜ଼ )୨୧.୦୮.୨୦୨୧-ଅଫଲାଇନ ମାଟ୍ରିକ ପରୀକ୍ଷା ଫଳାଫଳ ଅଗଷ୍ଟ ୨୮ ତାରିଖ ମଧ୍ୟରେ ପ୍ରକାଶ ପାଇବ |ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଜୋରଦାର ଉଦ୍ୟମ ଚଳାଇଛି |ଏହା ମଧ୍ୟରେ ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ ଉତ୍ତରଫର୍ଦ ର ମୂଲ୍ୟାୟନ ସମ୍ପୂର୍ଣ ହୋଇଥିବା ବେଳେ ଏବେ ମାର୍କ ପ୍ରକ୍ରିୟାକରଣ ଚାଲିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |