ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ଯୋଗାଇବ ଏମ୍ସ |

105

କଟକ(ଉତ୍କଳ ନିଉଜ଼)୨୧.୦୮.୨୦୨୧-ଏମ୍ସ ର ବଡ ନିଷ୍ପତି |ଏଣିକି ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ଯୋଗାଇବ ଏମ୍ସ |ଭୁବନେଶ୍ୱର ଏମ୍ସ ରେ ଗରିବ ଲୋକମାନଙ୍କୁ ଇକମୋ ଚିକିତ୍ସା ମାଗଣାରେ ମିଳିବ |ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ମିଳିବ ବୋଲି ସୂଚନା ମିଳିଛି |ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |