ଖୋଲିପାରେ ୬ଷ୍ଠ ରୁ ୮ମ |

116

କଟକ(ଉତ୍କଳ ନିଉଜ଼ )୧୯.୦୮.୨୦୨୧-ରାଜ୍ୟରେ ପ୍ରାଥମିକ ଶ୍ରେଣୀ ଖୋଲିବା ପାଇଁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିସିଆର )ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ |ସଂସ୍ଥା ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ ଶିକ୍ଷାଦାନ ବା ଶ୍ରେଣୀଗୃହ ପାଠପଢା ଆରମ୍ଭ କରିବା ପାଇଁ କୁହାଯିବ |ବୁଧବାର ଓଏସପିସିଆର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ସୂଚନା ଦେଇଛନ୍ତି |ଶ୍ରେଣୀଗୃହରେ ସଂସ୍ଥାର ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢା ପାଇଁ ଆମେ ସ୍ୱତନ୍ତ୍ର ରିଲିଫ କମିଶନର ,ବିଦ୍ୟାଲାୟ ଓ ଗଣଶିକ୍ଷା ବିଭାଗ ଏବାଙ୍ଗ ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦେଇଛୁ ବୋଲି ଓଏସପିସିଆର ର ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |