୨୦ ରୁ +୩ ନାମଲେଖା ପାଇଁ ଆବେଦନ |

96

କଟକ(ଉତ୍କଳ ନିଉଜ଼)୧୮.୦୮.୨୦୨୧-+୩ ନାମଲେଖା ପାଇଁ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଆବେଦନ ଆରମ୍ଭ ହେବ |ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |ଅଗଷ୍ଟ ୨୦ ତାରିଖ ସକାଳ ୧୧ ଟାରୁ ଛାତ୍ରଛାତ୍ରୀମାନେ ଅନଲାଇନ ଆବେଦନ କରିପାରିବେ |ସେପ୍ଟେମ୍ବର ୪ ତାରିଖ ରାତି ୧୧ ଟା ୪୫ ଯାଏଁ ଆବେଦନ କରିହେବ | ବ୍ୟୁରୋ ରିପୋର୍ଟ ୟତକଳ ନିଉଜ଼ |