ରାଜ୍ୟରେ ୨ କୋଟି ଟପିଲା କୋଭିଡ ଟୀକାକରଣ |

87

କଟକ(ଉତ୍କଳ ନିଉଜ଼)୧୮.୦୮.୨୦୨୧- ଟୀକାକରଣ ଅଭିଯାନରେ ଓଡିଶା ଆଉ ଏକ ମାଇଲଖୁଣ୍ଟହାସଲ କରିଛି |ବୁଧବାର ରାତି ୧ଟା ପର୍ଯ୍ୟନ୍ତ ୨,୦୦,୨୧,୮୧୪ ଡୋଜ ଟୀକା ଦିଆଯିବା ସହିତ ବଡ ସଫଳତା ହାସଲ କରିପାରିଛି ଓଡିଶା | ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଟୁଇଟ କରି କହିଛି ଯେ ୨ କୋଟି ଡୋଜ ସଫଳତାର ସହ ପରିଚାଳିତ ଟୀକାକରଣ ଅଭିଯାନରେ ଓଡିଶା ଏକ ମାଇଲଖୁଣ୍ଟ ହାସଲ କରିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |