ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ର ଦର|

93

କଟକ(ଉତ୍କଳ ନିଉଜ଼)୧୮.୦୮.୨୦୨୧- ପେଟ୍ରୋଲ ଏବଂ ଡିଜେଲ ର ମୂଲ୍ୟବୃଦ୍ଧି ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡର ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି |ଏହାଫଳରେ ଲୋକଙ୍କ ସମସ୍ୟା ଆହୁରି ବଢିଯାଇଛି |ପେଟ୍ରୋଲିଅମ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରି ରୁ ୧୪.୨ କିଲୋଗ୍ରାମ ଓଜନ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ର ମୂଲ୍ୟ ୨୫ ଟଙ୍କା ଏବଂ ୫ କିଲୋଗ୍ରାମ ଓଜନ ବିଶିଷ୍ଟ ସିଲିଣ୍ଡର ର ମୂଲ୍ୟ ୯ ଟଙ୍କା କୁ ବୃଦ୍ଧି ପାଇଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |