ତୃତୀୟ ଲହର ମୁକାବିଲା ଲାଗି ୩୦୦୦ ବେଡ଼ ଚାଲିଛି |

101

କଟକ(ଉତ୍କଳ ନିଉଜ଼ )୧୪.୦୮.୨୦୨୧ -ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ଡିଏମଇଟି ସିବିକେ ସୂଚନା ଦେଇଛନ୍ତି |ସେ କହିଛନ୍ତି,କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ରାଜ୍ୟରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ,କିନ୍ତୁ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର |କେବଳ ୬୧୦ ରହିଛି ଆଇସିୟୁ ଓ ଏଚ୍ଡିଉ ବେଡ଼ |ଆବଶ୍ୟକ ସ୍ଥଳେ ଶିଶୁଙ୍କ ସ୍ୱତନ୍ତ୍ର କୋଭିଡହସ୍ପିଟାଲ ବି କରାଯିବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |