ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା |

110

କଟକ(ଉତ୍କଳ ନିଉଜ଼)୧୪.୦୮.୨୦୨୧-ରାଜ୍ୟରେ ବୁଣାକାର ମାନଙ୍କ ମୁଖ୍ୟମନ୍ତ୍ରୀ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି |ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ |ବର୍ତମାନ ରାଜ୍ୟରେ ଅତ୍ୟଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର ଅଟନ୍ତି |ଓଡିଶା ପ୍ରତି ସାଂସ୍କୃତିକ ପରମ୍ପରାର ମହାନ ଅବଦାନ ହେଉଛି ହସ୍ତତନ୍ତ |କିନ୍ତୁ ମହାମାରୀ କରୋନା ପାଇଁ ଦୁଇବର୍ଷ ରେ ହସ୍ତତନ୍ତ ବ୍ୟବସାୟ ଗଭୀର ପ୍ରଭାବିତ ହୋଇଛି ଏବଂ ଆମର ହଜାର ହଜାର ବୁଣାକାରଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |