ସେପ୍ଟେମ୍ବର ୬ରୁ ୧୮ ଯାଏଁ ହେବ ଓଜେଇଇ |

100

କଟକ(ଉତ୍କଳ ନିଉଜ଼)୧୪.୦୮.୨୦୨୧-ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇ ୧୮ ଯାଏଁ ହେବ ଓଜେଇଇ ପରୀକ୍ଷା |ଦୈନିକ ୩ଟି ସିଫ୍ଟରେ କମ୍ପୁଟର ବେସ୍ଡ ଟେଷ୍ଟ (ସିବିଟି) ପରୀକ୍ଷା ହେବ |ଏ ନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୂଦୀପ ଚାନ୍ଦ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |