୧୪ ରେ ପ୍ରକାଶ ପାଇବ +୨ କଳାପରୀକ୍ଷା ଫଳ |

119

କଟକ(ଉତ୍କଳ ନିଉଜ଼)୧୩.୦୮.୨୦୨୧-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ +୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ | କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ୨ ଲକ୍ଷ ୨୧ ହଜାର ୮୬୭ ଜଣ ଛାଁଛାତ୍ରୀ ପରୀକ୍ଷା ଫଳ ଅପେକ୍ଷାରେ ଅଛନ୍ତି ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |