ଯୁକ୍ତ ୨ ଜୁନିୟର କଲେଜ ରେ ବଢ଼ିଲା ୫୫ହଜାର ସିଟ,ଆସନ୍ତା ୧୨ ତାରିଖରୁ ନାମଲେଖା ଆରମ୍ଭ |

88

କଟକ(ଉତ୍କଳ ନିଉଜ଼)୧୦.୦୮.୨୦୨୧ -ଯୁକ୍ତ ୨ ଜୁନିୟର କଲେଜ ରେ ବଢ଼ିଲା ୫୫ହଜାର ସିଟ |ରାଜ୍ୟରେ ମୋଟ ୮ ସହ ଜୁନିୟର କଲେଜ ରେ ୫୫ ହଜାର ସିଟ ବୃଦ୍ଧି ପାଇଁ ଅନୁମତି ମିଳିଛି |୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଟ ବୃଦ୍ଧି କରିଛନ୍ତି ସରକାର |ଯୁକ୍ତ ୨ ନାମଲେଖା ପାଇଁ ଆସନ୍ତା ୧୨ ତାରିଖ ରୁ ପ୍ରକ୍ରିୟା ଆରମ୍ଭ ହେବ |ଏ ନେଇ ପ୍ରସ୍ତୁତି ସରିଥିବା ବେଳେ ଖୁବ ଶୀଘ୍ର ଘୋଷଣା କରାଯିବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |