୧୬ ରୁ ନବମ ଶ୍ରେଣୀ ପାଠପଢା |

96

କଟକ(ଉତ୍କଳ ନିଉଜ଼)୦୬.୦୮.୨୦୨୧ -ପୂର୍ବରୁ ଦଶମ ଓ ଦ୍ୱାଦଶ କ୍ଲାସ ଖୋଲିଥିଲା |ଏବେ ଖୋଲିବା ନବମ ଶ୍ରେଣୀ |ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ |ସକାଳ ୯ ଟାରୁ ଦିନ ୧୨ ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ |କୋଭିଡ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |