୩ ମାସ ପରେ ଖୋଲିଲା ଭିତରକନିକା |

97

କଟକ(ଉତ୍କଳ ନିଉଜ଼)୦୬.୦୮.୨୦୨୧ -ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଗତକାଲି ଖୋଲିଛି ଜାତୀୟ ଉଦ୍ୟାନ ଭିତରକନିକା |କରୋନାର ଦ୍ୱିତୀୟ ଲହର ଯୋଗୁ ମଇ୧ ତାରିଖ ରୁ ଭିତରକନିକୁ ବନ୍ଦ ରଖାଯାଇଥିଲା |ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନଆସିବା ପରେ ବନବିଭାଗ ତରଫରୁ ଗତକାଲି ଭିତରକନିକା ଖୋଲାଯାଇଛି |