ବିଜୁ ଜନତା ଦଳ , ଚୌଦ୍ୱାର -କଟକ ପକ୍ଷ ରୁ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ପଦଯାତ୍ରା ର ଦ୍ୱିତୀୟ ଦିବସ |

352

ଚୌଦ୍ୱାର (ମାନିସ ) ଓଡ଼ିଶାର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶକ୍ରମେ ବିଜୁ ଜନତା ଦଳ, ଚୌଦ୍ୱାର -କଟକ ପକ୍ଷ ରୁ ଘରେ ଘରେ ଶଙ୍ଖ ପରିପ୍ରେକ୍ଷୀ ରେ ପରିବାର ସମ୍ପର୍କ ପଦଯାତ୍ରା -୨୦୨୪ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ନେତୃତ୍ୱ ରେ ଚୌଦ୍ବାର ସ୍ଥିତ ବିରୂପା ଛକ ଠାରୁ ଚୌଦ୍ୱାର ପୌରପାଳିକା ୱାର୍ଡ ନଂ ୧ ରୀ ୫ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ଘର ଘର ବୁଲି , ପ୍ରାୟ ପ୍ରତ୍ୟେକ ଙ୍କ ଘର ସମ୍ମୁଖ ରେ ଶଙ୍ଖ ଚିହ୍ନ ର ପୋଷ୍ଟର ଲଗାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ଜନସାଧାରଣ ସ୍ୱାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ପ୍ରଶଂସା କରିଥିଲେ | ଆଜି ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ପଦଯାତ୍ରା ର ଦ୍ୱିତୀୟ ଦିବସ ରେ ଚୌଦ୍ୱାର କଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଘରେ ଶଙ୍ଖ ପୋଷ୍ଟର ଲଗାଇବା ସହ ବିଜୁ ଜନତା ଦଳ ର ବିକାଶ ର ବାର୍ତ୍ତା ଘରେ ଘରେ ପହଂଚାଇବା ସହ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ ବର୍ଷ ର ନିରନ୍ତର ଜନସେବା ରେ ନିଜ କୁ ନିୟୋଜିତ କରି ଓଡ଼ିଶାବାସୀ ଙ୍କ ଆସ୍ଥା ଓ ଭରସା ର ପ୍ରତୀକ ହୋଇପାରିଛନ୍ତି | ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଟକ ମହାନଗର ନିଗମ , ଚୌଦ୍ୱାର ପୋୖର୍ପଲାଇକ ର ସମସ୍ତ ୱାର୍ଡ ଓ ସମସ୍ତ ପଂଚାୟତ ରେ ବହୁ ସଂଖ୍ୟା ରେ କର୍ମୀ ମାନେ ଯୋଗ ଦେଇ ପାଳନ କରାଯିବା ବୋଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ଚୌଦ୍ୱାର ପୌରପାଳିକା ଅଧ୍ୟକ୍ଷା ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ , ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ , ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ , ଚୌଦ୍ୱାର ନଗର ସଭାପତି ବିଷ୍ଣୁ ଚାରଣ ପରିଡା , କାର୍ଯ୍ୟକାରୀ ସଭାପତି ବିମଲ ବେଉରା , ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଅର୍ଜୁନ ପଣ୍ଡା , ଯୁବ ସଭାପତି ସାରଦା ରଂଜନ ପରିଜା , ଛାତ୍ର ଯୁଗ୍ମ ସମ୍ପାଦକ ପ୍ରଭାତ ବେହେରା , ଛାତ୍ର ସଭାପତି ଭାରତ ଚନ୍ଦ୍ର ସାହୁ , ମହିଳା ସଭାନେତ୍ରୀ କବିତା ରାଣୀ ଲେଙ୍କା , କାର୍ଯ୍ୟକାରୀ ସଭାନେତ୍ରୀ କଲ୍ୟାଣୀ ସାହୁ , ବିଜୟଲକ୍ଷ୍ମୀ ବେହେରା , ରଙ୍ଗ ଲତା ସାହୁ , ବିଜୟ କୁମାର ମଲ୍ଲିକ, ରାଜ୍ୟ ମହିଳା ସମ୍ପାଦିକା ସବିତା ନାୟକ , ଚୌଦ୍ୱାର ନଗର ସାଙ୍ଗଠନିକ ସମ୍ପାଦକ କଲ୍ୟାଣୀ ସାହାଣୀ , ସାଧାରଣ ସମ୍ପାଦକ ବୀଣାପାଣି ଦାସ , ପୂର୍ବତନ କାଉନସିଲର ମିନା ଚୌଧୁରୀ , ମନୋଜ ମହାନ୍ତି , ଶୁଭୟ ବେଉରା , ସୁପ୍ରଭା ବେହେରା , ରଶ୍ମିତା ନାୟକ , ରମେଶ ନାୟକ , ମହିଳା ନେତ୍ରୀ ରୋଜି ନାୟକ , ସୁଜାତା ରଥ , ରତ୍ନପ୍ରଭା ପଣ୍ଡା , ଯୁବ ନେତା ମହେଶ ସାହୁ , ରାଜ ରତନ ପରିଡା , ଛାତ୍ର ନେତା ଗଣେଶ୍ୱର ପ୍ରଧାନ , ଚନ୍ଦନ ବିନାୟକ ବେହେରା , ଦିବାକର ନାଥ, ଆକାଶ ବାରିକ , ଅନ୍ୟମାନଙ୍କ ମଧ୍ୟ ରେ ପ୍ରକସହ ନାୟକ , ଅଶୋକ ମହାନ୍ତି , ସରୋଜ ମଲ୍ଲିକ , ସଂଯୁକ୍ତ ସାହୁ , ବବିତା ବେଉରା , ତପଃଶ୍ୱନୀ ପରିଡା , ଋକସାନା ଖାତୁନ , ଅଞ୍ଜନା ନାୟକ , ଗଣେଶ ସାହୁ , ମୀନ କେତନ ପଣ୍ଡା , ରଞ୍ଜନ ସାହୁ , ମଙ୍ଗରାଜ ବେହେରା , ସୁବାଷ ବାରିକ ସହ ଏକ ହଜାର ରୁ ଉର୍ଦ୍ଧ ଯୁବ, ମହିଳା , ଛାତ୍ର କର୍ମୀ ଯୋଗ ଦେଇଥିଲେ |