ସର୍ବ ଭାରତୀୟ ଅଲ ଇଣ୍ଡିଆ ମିଡ଼ିଆ ଆସୋସିଏସନ ତରଫରୁ ବନ୍ଧୁ ମିଳନ ଓ ସମ୍ବର୍ଧନା କାର୍ଯ୍ୟକ୍ରମ |

24

କଟକ (ଉତ୍କଳ ନ୍ୟୁଜ ) ୧୨-୦୪-୨୦୨୪: ସର୍ବ ଭାରତୀୟ AIMA MEDIA (All India Media Association ) ଅନୁଷ୍ଠାନ ତରଫରୁ ପ୍ରଥମ ବୈଠକ ଗୁରୁବାର ଅପରାହ୍ନ ୫ ଘଟିକା ସମୟରେ ମାଷ୍ଟର କ୍ୟାଣ୍ଟିନି କଂଗ୍ରେସ ଭବନ ପାଖ ରେ ଥିବା ବୁଲନ ଭାଇ ସେବା ଭବନ ଠାରେଏକ ବନ୍ଧୁ ମିଳନ ସ୍ବାଗତ ସମ୍ବର୍ଦ୍ଧନା ଓ ଭୁବନେଶ୍ୱର କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ପ୍ରେସିଡେଣ୍ଟ ସଞ୍ଜିବ ପଟ୍ଟନାୟକ ସମାଜରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ନିର୍ଯାତନା ଏବଂ ସୁରକ୍ଷା ବିଷୟରେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କ ସହିତ ସମାଲୋଚନା କରିଥିଲେ । ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।