ବୀରତୁଙ୍ଗ ଗଜାନନ ପୂଜା କମିଟି ତରଫରୁ ପବିତ୍ର ହୋଲି ଉତ୍ସବ ଧୂମଧାମ ରେ ପାଳନ |

65

କଟକ (ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୪ : ବୀରତୁଙ୍ଗ ଗଜାନନ ପୂଜା କମିଟି ତରଫରୁ ପବିତ୍ର ହୋଲି ଉତ୍ସବ ଧୂମଧାମ ରେ ପାଳିତ ହୋଇଯାଇଛି | ଏହି ଅବସରରେ ରାମଚରିତ ମାନସର ହନୁମାନ ଙ୍କର ଲଙ୍କା ଦହନ ଗୀତି ନାଟ୍ୟ ନାଟକ ପରିବେଷଣ କରାଯାଇ ଲୋକମାନଙ୍କ ମନୋରଞ୍ଜନ କରାଯାଇଛି । ଶହ ଶହ ଭକ୍ତ ଏହି ନାଟକ ଦେଖିଥିଲେ | ପୁରୀ ଜିଲ୍ଲା ଗୋପ ରୁ ନୃସିଂହ ବାରିକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |