ଓଡ଼ିଶା ର ପ୍ରତିଷ୍ଠିତ ରେକୀ ଚିକିତ୍ସକ କାଳନ୍ଦୀ ଚରଣ ସ୍ୱାଇଁ ଙ୍କ ଦେହାନ୍ତ |

25

କଟକ (ଉତ୍କଳ ନ୍ୟୁଜ ) ୧୨-୦୨-୨୦୨୪ : ସୋମବାର ଦିବା ୧୨:୩୦ ସମୟରେ ରେକି ମିଶନ, ଓଡ଼ିଶା ର ପ୍ରତିଷ୍ଠିତ ରେକୀ ଚିକିତ୍ସକ ଓ ବଡ଼ଭାଇ କାଳନ୍ଦୀ ଚରଣ ସ୍ୱାଇଁ (କାଳିଆ ଭାଇ) ଙ୍କ ଝଞ୍ଜିରି ମଙ୍ଗଳା ସ୍ଥିତ ତାଙ୍କ ବାସ ଭବନରେ ଦେହତ୍ତ୍ୟାଗ କରିଛନ୍ତି, | ଆଜି ତାଙ୍କ ପାର୍ଥିବ ଶରୀରକୁ ଝାଞ୍ଜିରି ମଙ୍ଗଳା ସାହି ପରିକ୍ରମା କରାଇବା ପରେ, କଟକ ସ୍ଥିତ ରେକୀ ମିଶନ ଆଶ୍ରମ ର ଶେଷ ଦର୍ଶନ ପାଇଁ ଅଣାଯାଇ ଥିଲା, ସେଠାରେ ପୂଜ୍ୟ ବିଜ୍ଞିଗୁରୁ ଶ୍ରିସନ୍ଥ ସହ ଉପସ୍ଥିତ ଆଶ୍ରମର ସମସ୍ତ ଗୁଋଷେନା, ସକ୍ତିଶେନା ଓ ସିଶୁଷେନା ମାନେ ବୃନ୍ଦାବନ ମୂର୍ତ୍ତିକା ଅର୍ପଣ ପୂର୍ବକ ଶେଷ ଦର୍ଶନ କରିଥିଲେ, ଏହା ପରେ ସମସ୍ତ ଆଶ୍ରମ ବାଶି ତାଙ୍କ ପାର୍ଥିବ ଶରୀରକୁ ବିରାଟ ପଟୁଆର ରେ ନେଇ କଟକ ଖାନନଗର ସ୍ଥିତ ଶ୍ମଶାନ ରେ ଅନ୍ତିମ ସଂସ୍କର କରାଯାଇଥିଲା | କଟକ ରୁ ପ୍ରତାପ ଚନ୍ଦ୍ର ସେନାପତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |