ଆଙ୍କର-ବାଲିଅନ୍ତା ଥାନା ବାଳକାଟି ଅଂଚଳରୁ ପ୍ରାୟ ଏକ କ୍ଵିଣ୍ଟାଲ ଗଞ୍ଜେଇ ଜବତ

173

ଆଙ୍କର-ବାଲିଅନ୍ତା ଥାନା ବାଳକାଟି ଅଂଚଳରୁ ପ୍ରାୟ ଏକ କ୍ଵିଣ୍ଟାଲ ଗଞ୍ଜେଇ ଜବତ । ଜବତ କରିଛି ଭୁବନେଶ୍ଵର କମିଶନରେଟ୍ ପୋଲିସ ର ସ୍ପେଶାଲ ଟିମ୍ ଚଢାଉ କରି ଗଞ୍ଜେଇ ସହ ଏକ ଟାଭେରା ଗାଡ଼ି ଜବତ କରିଛି ଟିମ୍ । ଏହା ସହ ଗାଡ଼ି ତ୍ରାଇଭର୍ କୁ ଅଟକ ରଖିଛି ସ୍କାର୍ଡ଼ । କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍ ପୋଲିସ୍ ର ଏକ ଟିମ୍ ବାଳକାଟି- ବନମାଳିପୁର ରାସ୍ତା ରେ ଯାଉଥିବା ଟାଭେରା କୁ ଅଟକାଇ ଯାଞ୍ଚ କରିଥିଲା । ଟାଭେରା ଭିତରୁ ପ୍ରାୟ ଏକ କ୍ଵିଣ୍ଟାଲ୍‌ ଗଞ୍ଜେଇ ମିଳିଥିଲା । ଗାଡି ଡ୍ରାଇଭର୍ କୁ ଅଟକ ରଖିଛି ଟିମ୍ । ଘଟଣା ସ୍ଥଳରୁ ଦୁଇ ଗଞ୍ଜେଇ ବେପାରୀ ଫେରାର୍ ହୋଇଯାଇଛନ୍ତି ।ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ନିଉଜ।