ଚୌଦ୍ୱାର -କଟକରୁ ବିଭିନ୍ନ ସଂଗଠନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

568

କଟକ (ଉତ୍କଳ ନ୍ୟୁଜ ) :୧୧.୧୨.୨୦୨୩: ଶନିବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କ୍ୟାବିନେଟ ରେ ଏକ ଗୁରୁତ୍ୱପୂର୍ଣ ନିଷ୍ପତି ଗ୍ରହଣ କରି ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଜରିଆରେ ୱେଲସ୍ପନ କମ୍ପାନୀ ସମୂହକୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ୩୦୦୦ କୋଟି ଟଙ୍କା ମଂଜୁର ପ୍ରଦାନ କରିଛନ୍ତି | ଏଥି ନିମନ୍ତେ ଚୌଦ୍ୱାର -କଟକ ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର ବିଭିନ୍ନ ସଂଗଠନ ପକ୍ଷରୁ ଚୌଦ୍ୱାର -କଟକ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳଙ୍କ ନେତୃତ୍ୱରେ ଓ.ଟି.ଏମ ଶ୍ରମିକ ଉନ୍ନୟନ ସଂଗଠନ , ଚୌଦ୍ୱାର ସହରବାସୀ , ଚୌଦ୍ୱାର -କଟକ ବିଜୁ ଜନତା ଦଳ ଓ ଚୌଦ୍ୱାର -କଟକ ଉନ୍ନୟନ ପରିଷଦ କର୍ମକର୍ତା ଓ ସଦସ୍ୟ ମାନେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିବା ସହ ୫ଟି ଅଧକ୍ଷ ଶ୍ରୀଯୁକ୍ତ ଭି.କେ . ପାଣ୍ଡିଆନ ମହୋଦୟଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି କୃତଜ୍ଞତା ଜଣାଇଥିଲେ | ଓଡ଼ିଶାକୁ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ଏହାର ଦୃଶ୍ୟପଟ୍ଟକୁ ପରିବର୍ତନ ନିମନ୍ତେ ଚୌଦ୍ୱାର -କଟକ ନିର୍ବାଚନ ମଣ୍ଡଳୀର ଚୌଦ୍ୱାର ଠାରେ ଓ.ଟି.ଏମ ଜାଗାରେ ପୁନଶ୍ଚ ବୟନ ଶିଳ୍ପ ହେବାକୁ ଯାଉଅଛି ଯାହା ଚୌଦ୍ୱାର -କଟକ ଅଂଚଳର ସିଧାସଳଖ ୧୦୦୦୦ କୁଶଳୀ ବେକାର ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ ଏବଂ ଚୌଦ୍ୱାରର ପୁରୁଣା ଐତିହ୍ୟକୁ ଫେରେଇ ଆଣିବାରେ ସହାୟକ ହେବ | ସମନ୍ବିତ ପରିଯୋଜନା ହୋଇଥିବାରୁ ଏଠାରେ ସୂତା ତିଆରି ଠାରୁ ଆରମ୍ଭ କରି କପଡା ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ | ଏହି କାର୍ଯ୍ୟକ୍ରମରେ ଓ.ଟି.ଏମ ଶ୍ରମିକ ଉନ୍ନୟନ ସଂଗଠନର ସଭାପତି -ଜଗନ୍ନାଥ ବେଉରା ,ସମ୍ପାଦକ - ରାଜକିଶୋର ସାମନ୍ତ ,ସହ ସମ୍ପାଦକ -ରାଜେନ୍ଦ୍ର ପ୍ରଧାନ ,ଉପସଭାପତି -ଶରତ ଚନ୍ଦ୍ର ତ୍ରିପାଠୀ ,କାର୍ଯ୍ୟକାରୀ ସଭାପତି -ବିଭୁତି ପ୍ରସାଦ ଦାସ ,କୋଷାଧକ୍ଷ -ଜିତେନ୍ଦ୍ର ଦାସ ,ଅନ୍ୟ ସଦସ୍ୟ ବୃନ୍ଦ -ରାମଚନ୍ଦ୍ର ନାୟକ ,ତ୍ରୈଲୋକ୍ୟ ଜେନା ,ବିଜୟ କେତନ ସ୍ୱାଇଁ ,ଭ୍ରମରବର ନନ୍ଦ ,ଶତ୍ରୁଘ୍ନ ଭୋଳ ,ସାଧୁ ଚରଣ ସାହୁ ,ଗୋକୁଳା ନନ୍ଦ ରାଉତ ,ପ୍ରଦୀପ ପ୍ରଧାନ ,ବିଜୟ ମହାନ୍ତି ,ଚୌଦ୍ୱାର ପୌରପାଳିକାର ଅଧ୍ୟକ୍ଷା -ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ ,ଉପଧକ୍ୟ- ଶୁଭେନ୍ଦୁ ସାମଲ ,ନଗର ସଭାପତି -ବିଷ୍ଣୁଚରଣ ପରିଡା ପ୍ରାକ୍ତନ ଅଧକ୍ଷ- ପ୍ରେମଚାନ୍ଦ ନାୟକ ,କାଉନସିଲର - ସୁବ୍ରତ ସାମଲ ,ଅଜୟ ବେହେରା ,ସୁଜାତା ସାହୁ ,ଅଜୟ ବେହେରା ,ସବିତା ମାହାଳି, ଦିଲୀପ ସାହୁ ,କଲ୍ୟାଣୀ ସାହୁ ,ବିଜୟ ଲକ୍ଷ୍ମୀ ବେହେରା ,ରଙ୍ଗଲତା ସାହୁ ,ବିଜୟ ମଲ୍ଲିକ ,ରଞ୍ଜୁଲତା ଦାସ ,ଆଶୁତୋଷ ଦାସ ,ବିଜୟ କୁମାର ସାହୁ ,ଚୌଦ୍ୱାର ସଭାନେତ୍ରୀ -କବିତା ରାଣୀ ଲେଙ୍କା ,ଟାଙ୍ଗି ଚୌଦ୍ୱାର ବ୍ଲକ ଉପଦ୍ଧକ୍ୟ -ସୁପ୍ରିୟା ଜେଠି ,ଜିଲ୍ଲାପରିଷଦ ସଦସ୍ୟା- ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ , ଚୌଦ୍ୱାର ବାସିଙ୍କ ପକ୍ଷରୁ -ରୁପଯାତ୍ରା କମିଟିର ସଭାପତି -ସୁବୋଧ ନାୟକ ,ସମ୍ପାଦକ -ନାରାୟଣ ସ୍ୱାଇଁଙ୍କ ସହ ତୀର୍ଥାନନ୍ଦ ସୁବୁଦ୍ଧିରାୟ ,ମନୋରଞ୍ଜନ ସ୍ୱାଇଁ ,ରାଜୁ ପ୍ରଧାନ ,ରଞ୍ଜନ ବାରିକ ,ଗଗନ ବରାଳ ,କପିଳ ବେହେରା ,ରଞ୍ଜନ ପରିଡା ,ଧନେଶ୍ୱର ଜେଠୀ, ନୃସିଂହ ନାୟକ ,ବିପିନ ଚନ୍ଦ୍ର ସେଠୀ,ଶିବରାମ ନାୟକ ,ପିତାମ୍ବର ନାୟକ ,ଚୌଦ୍ୱାର -କଟକ ଉନ୍ନୟନ ପରିଷଦର ସଭାପତି -ବାଳକୃଷ୍ଣ ମହାନ୍ତି ,ସମ୍ପାଦକ -ଇଂ ସୁବ୍ରତ ଘଡ଼ାଇ ଓ ଅନ୍ୟ ସଦସ୍ୟ ବୃନ୍ଦ -ଵିମଳୀ ବେଉରା ,ଆଶିଷ ସ୍ୱାଇଁ ,ଦେବାଜି ନାୟକ ,ବାବୁଲି ଚନ୍ଦ୍ର ସାହୁ ,ହୃଷିକେଶ ରାଉତ ,ବିଜୁ ଜନତା ଦଳ ଚୌଦ୍ୱାର -କଟକ ପକ୍ଷରୁ ଅଶୋକ ମହାନ୍ତି ,ଚିରଞ୍ଜନ ସାହୁ ,ତାପସ ମହାନ୍ତି ,ଲଖମଣ ରାଉତ ,ଶ୍ରୀଧର ରାଉତ ,ଅର୍ଜୁନ ପଣ୍ଡା ,ସିଦ୍ଧାର୍ଥ ନାୟକ ,ଭରତ ଚନ୍ଦ୍ର ସାହୁ ସାରଦା ରଞ୍ଜନ ପରିଜା ସନ୍ତୋଷ କୁଅଁର ,ପ୍ରଭାତ ବେହେରା ରାଜେନ୍ଦ୍ର ରଣା,ରାଜରତନ ପରିଡା ,ଚନ୍ଦ୍ରକାନ୍ତ ସାହୁ ,ସଂଜୀବ ପାତ୍ର ,ଅରୁଣ ରାଓ ,ଅଚ୍ୟୁତ ଘୋଷ ,ବିଶ୍ୱଜିତ ସାମଲ ,ସୂର୍ଯ୍ୟକାନ୍ତ ସାହୁ ,ମହିଳା କର୍ମକର୍ତା -ସବିତା ନାୟକ ,ମିନା ଚୌଧୁରୀ ,ସସ୍ମିତା ନାୟକ ,ବୀଣାପାଣି ଦାସ ,୫ଗୋଟି ପଂଚାୟତ ର ସରପଂଚ -ଶୈଳବାଳା ନାୟକ ,ଦିଲ୍ଲୀପ ଭୋଇ ,ସନ୍ଧ୍ୟା ରାଣୀ ରାଉତ ,ସମିତି ସଭ୍ୟା- ବନ୍ଦନା ସ୍ୱାଇଁ ,ରିତା ରାଉତ ପ୍ରମୁଖ ଙ୍କ ସହ ୧୫୦୦ ରୁ ଉର୍ଧ୍ଵ ସଂଗଠନ ର କର୍ମକର୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ | ଭୁବନେଶ୍ୱରରୁ ଜିତେନ୍ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିଉଜ |