ପିଲା କଳିକୁ ନେଇ ହଣା କଟା

191

କଳିକୁ ନେଇ ହଣା କଟା....ସ୍ୱାମୀ ସ୍ତ୍ରୀକୁ ହାଣିଲ‍ା ଦୁର୍ବୁର୍ତ... ଦୂର୍ବୁର୍ତର ଆକ୍ରମଣରେ ସ୍ୱାମୀ ଗୁରୁତର .ଗୁରୁତର ଅଵସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର .କରାଯାଇଛି...ଘଟଣା ହେଉଛି .ଟାଙ୍ଗୀ ରତ୍ନମାଳୀ ସାହିର ଘଟଣା..ଗୁରୁତର ଯୁବକର ନାମ ପାଣ୍ଡବ ବେହେରା..ଓ ପତ୍ନୀଙ୍କ ନାମ ସଵିତା ବେହେରା....ଆଜି ସକାଳେ ଟାଙ୍ଗୀ ରତ୍ନମାଳୀ ସାହିରେ ୨ ପରିବାର ର ପିଲା ଖେଳୁଥିବା ବେଳେ ସେମାନଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ଲାଗିଥିଲା....ଏହି ପିଲା କଳିକୁ ନେଇ ୨ ପରିବାର ର ମୁରବୀ ମାନେ ମୁହାଁ ମୁହିଁ ହୋଇଥିଲେ...ଏଥୀରେ ଉତ୍ୟକ୍ତ ହୋଇ ରତ୍ନମାଳୀ ସାହିର ମୂଳିଆ ବେହେରା ନାମକ ଏକ ଯୁବକ ହଠାତ୍ ଏକ କଟୁରୀ ସାହାର୍ଯ୍ୟରେ ପଡୋଶୀ ପାଣ୍ଡବ ବେହେରା ଓ ତାଙ୍କ ପତ୍ନୀ ସଵିତା ବେହେରାଙ୍କୁ ଆକ୍ରମଣ କରିଥିଲା...ଏଥୀରେ ଉଭୟ ଗୁରୁତର ହୋଇ ପଡିଥିଲେ...ଉଭୟଙ୍କୁ ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି....ପାଣ୍ଡବ ବେହେରାଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣା ପଡିଛି...ପୋଲିସ୍ ରେ ଅଭିଯୋଗ ପରେ ପୋଲିସ୍ ଘଟଣାର ଅନୁ ସନ୍ଧାନ ଆରମ୍ଭ କରିଛି... ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଉତ୍କଳ ନିଉଜ଼।