ବହୁ ଜନ୍ ସଂଗ୍ରାମ ସମିତ ତରଫରୁ ସ୍ଵାଧୀନତା ଦିବସ ପାଳିତ।

57

କଟକ (ଉତ୍କଳ ନ୍ୟୁଜ ) ୧୬-୦୮-୨୦୨୩ : ଜୁନାଗଡ ବହୁଜନ ସଂଗ୍ରାମ ସମିତି ପକ୍ଷ୍ୟରୁ ସମାରୋହ ରେ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସର ରେ ସ୍ତାନୀୟ ନୂଆ ବସ ଷ୍ଟାଣ୍ଡ ରେ ଥିବା ଡାଃ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟ ରେ ସଂଗଠନ ର କର୍ମ କର୍ତ୍ତା ଏକତ୍ରୀତ ହୋଇ ସ୍ଵାଧୀନତା ଦିବସ ପାଳନ କରିଥିଲେ l ଡାଃ ବି ଆର୍ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟ ପ୍ରଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲେ l ଏହା ପରେ ସାଂଗଠନ ର ସଭାପତି ରଞ୍ଜନ ଜାଲ ଦ୍ଵାରା ଜାତୀୟ ପତକା ଉତ୍ତୋଳନ କରାଯଇଥିଲା l ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l ସ୍ଵାଧୀନତା ସଂଗ୍ରାମ ରେ ସହିଦ୍ ବୀର୍ ଯବlନ ଓ ମହା ପୁରୁଷ ଙ୍କ ବଳିଦାନ ଦ୍ଵାରା ଆଜି ଭାରତ ସ୍ଵାଧୀନ ହୋଇଛି ଏବଂ ଆମ୍ଭେ ସମସ୍ତେ ସମ୍ଭିଧାନ ର ମୂଳ ଦୁଆ ପକେଇ ଦେଶ କୁ ଆଗେଇ ନେଲେ ସାମାଜ ର ଉନ୍ନତି ସାଧିତ ହେବ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟ ରେ ଜୁନାଗଡ ନଗର୍ ପାଲ ମୁକେଶ୍ ଅଗ୍ରୱାଲ କାର୍ଯ୍ୟ ନିର୍ବାହୀ ପ୍ରେମଲାଲ ହିଅlଲ ଏନ୍ ଏ ସି ଉପାଧ୍ୟକ୍ଷl ହିମାଦ୍ରି ନାଏକ୍ ଏବ୍ଂ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ନେପାଲ ବାଗ ସହକାରୀ ଶିକ୍ଷକ ମଳୟ ମୁଣ୍ଡ ପ୍ରମୂଖ ସାମିଲ ହୋଇଥିଲେ l ପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ ସଂଗଠନ ର କାର୍ଯ୍ୟକlରି ସଭାପତି ନରେନ୍ଦ୍ର କ୍ଷିତି। କାର୍ଯ୍ୟକ୍ରମରେ ନିଲୁ ମାଝୀ, ମୀନୁ କନ୍ଦପାନ, ସୁଶାନ୍ତ ନାଏକ, ଶିବ ମହାନନ୍ଦ, ଅଞ୍ଜନ କ୍ଷିତି, ରିଷି କ୍ଷିତି ପ୍ରମୂଖ ସହ ଅନେକ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l