ମୌସୁମୀ ର ଆଗମନ |

143

କଟକ (ଉତ୍କଳ ନ୍ୟୁଜ ) ୨୨-୦୬-୨୦୨୩: ଖୋର୍ଦ୍ଧା ଜିଲ୍ଲା କୁ ଛୁଇଁଲା ମୌସୁମୀ। ଯାହା ଫଳରେ ଆଜି ବର୍ଷା ସହିତ ଘଡଘଡି ର ଶଦ୍ଦ ଶୁଣିବାକୁ ମିଳୁଥିଲା । କିଛି କିଛି ଯାଗାରେ ପବନ ବହିବା ସହିତ କିଛି ଛୋଟ ଛୋଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିରହିଥିବା ସକାଶେ କିଛି ସମୟ ଗାଡ଼ି ଚଳାଚଳ ରେ ବାଧାପ୍ରାପ୍ତ ଉପୁଜିଥିଲା। କିଛି କିଛି ଯାଗାରେ ଥିବା ଦୋକାନ ମଧ୍ୟ କୁ ପାଣି ପସି ଜିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛି ସ୍ଥାନ ରେ ରାସ୍ତା ଉପରେ ଯେଉଁ ପରିମାଣର ପାଣି ବହିଯାଉଥିଲା ସେଥିରେ କିଛି ଦୁଇ ଚକିଆ ଯାନ ଭାସମାନ ହେବାର ଦୃଶ୍ୟ ହୋଇଥିଲା। ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।