ଜିଲ୍ଲା ବିଜେପି ପକ୍ଷରୁ ଏକ ସାମୁହିକ ଦ୍ଵୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ |

115

କଟକ (ଉତ୍କଳ ନ୍ୟୁଜ ) ୦୬-୦୬-୨୦୨୩: ବାଲେଶ୍ୱର ବାହାନଗା ନିକଟରେ ହୋଇଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଯେଉଁଥି ପାଇଁ ଆଜି ସାରା ଦୁନିଆରେ ଜନସାଧାରଣଙ୍କ ଆଖିରେ ଲୁହ ର ଧାରା ଆସିଯାଉଛି। ଦୁର୍ଘଟଣାରେ ଆହତ ହେଇଥିବା ଆହତମାନଙ୍କ ର ଆରୋଗ୍ୟ ଏବଂ ମୃତକ ଙ୍କ ଆତ୍ମାର ସଦଗତି କାମନା କରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମୁହିକ ଦ୍ଵୀପଦାନ ଭୁବନେଶ୍ୱରସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କରାଯାଇଥିଲା । ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।