ତିହିଡ଼ି ବ୍ଲକରେ ୨୨ ଜଣ ଏ ୱାନରେ ଉତ୍ତୀର୍ଣ୍ଣ |

393

କଟକ(ଉତ୍କଳ ନିଉଜ)୧୮/୦୫/୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ମାଟ୍ରିକ ପରୀକ୍ଷାରେ ୨୨ ଜଣ ଏ ୱାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସାହାପୁର ପଞ୍ଚାୟତ ଅଧୀନ କଣ୍ଡରାଗଡ଼ିଆସ୍ଥିତ ମୀନମୁନୀ ହାଇସ୍କୁଲର ସର୍ବାଧିକ ୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ତିନି ଜଣ ମଧ୍ୟ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଟନ୍ତି । ସୁଶ୍ରୀ ସଂଗୀତା ଦାଶ ୫୬୯ ନମ୍ବର ରଖିଥିବା ବେଳେ ସସ୍ମିତା ମାଝୀ ୫୫୩, ଅଭିଜିତ ବଳ ୫୫୨, ଆଶୁତୋଷ କର ୫୫୧, ଶିବପ୍ରସାଦ ଜେନା ୫୫୦, ଅଭିଜିତ ମାଝୀ ୫୫୦, ସୁଧାଂଶୁ ପଣ୍ଡା ୫୫୦, ଶୁଭଶ୍ରୀ ପାଢ଼ୀ ୫୪୮, ବର୍ଷାରାଣୀ ମହାନ୍ତି ୫୪୭, ଅବିନାଶ ବିଶ୍ୱାଳ ୫୪୭, ଅଂଶୁମାନ ଗ୍ରହାଚାର୍ଯ୍ୟ ୫୪୭, ସୁବାଶୀଷ ଓଝା ୫୪୫, ପ୍ରାଚୀପ୍ରଭା ନାୟକ ୫୪୧, ଶୁଭମ ନାୟକ ୫୪୦, ଅଭିନବ ସାମଲ ୫୪୦, ସତ୍ୟଜିତ ପଣ୍ଡା ୫୪୦, ପ୍ରଭୁକଲ୍ୟାଣ ଜେନା ୫୪୦, ଅଭିଜିତ ମଲିକ ୫୪୦, ଲିସାରାଣୀ ପଣ୍ଡା ୫୪୦, ବିକାଶ କୁମାର ନାୟକ ୫୪୦ ରଖିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |