ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ |

153

କଟକ (ଉତ୍କଳ ନ୍ୟୁଜ ) :୩୦-୦୮-୨୦୨୧:ଭୁବନେଶ୍ଵର ରୁ ୮୫୦ କିଲୋ ଗଞ୍ଜେଇ ଜବତ କରାଯାଇଛି | ଗୋଟେ ତେଲ ଟ୍ୟାଙ୍କର ରେ ଗଞ୍ଜେଇ ବିଜୟନଗର ରୁ ରାଉରକେଲା ଚାଲାଣ ହଉଥିବା ବେଳେ ଧରାପଡ଼ିଛି | ଦିନ ଦୁଇପହର ରେ ଏହି ଗଞ୍ଜାଇ ମାଫିଆ ମାନେ ନିଜର ରାଜ ଚଲାଉଥିଲେ | ହେଲେ ଆଜି ସେମାନେ ନିଶାନିବାରଣ ବୋର୍ଡ ଦ୍ୱାରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ୨ ଗଞ୍ଜେଇ ମାଫିଆ ଧରାପଡ଼ିଛନ୍ତି | ସେମାନେ ପଶ୍ଚିମବଙ୍ଗ ର ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି |