ଆମିର ଖାନ କରୋନା ପଜିଟିଭ

135

କଟକ (ଉତ୍କଳ ନୁୟଜ ) ୨୫-୩-୨୧ : କରୋନା କବଳ ରେ ବଲିଉଡ ମିଷ୍ଟ୍ର ର ପରଫେକନିଷ୍ଟ | ଅଭିନେତା ଅମିରଖାନ କରୋନା ରେ ପୀଡିତ ହେଉଛନ୍ତି | ତାଙ୍କ କୋଭିଡି-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି | ଏନେଇ ଜଣେ ନିକଟ ସମ୍ପର୍କ ଲୋକ ସୂଚନା ଦେଇଛନ୍ତି | ଅମୀର ଏବେ ହୋମେ କ୍ଵାରେନ୍ତାଇନ ରେ ଅଛନ୍ତି | ଏଠି ସେ ଡାକ୍ତର ଙ୍କ ପରାମର୍ଶ ରେ ସେ କରୋନା ର ସବୁ ନିୟମ କରୁଥିବା ନେଇ ସୂଚନା ମିଳିଛି | ଏବେ ଅମିରଖାନ ସ୍ୱସ୍ତିୟବସ୍ଥା ଭଲ ଅଛି |