ଶଲାବୁଢ଼ାର ବଦଲା ଓ କାଲିର ଅତୀତ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର

148

କଟକ (ଉତ୍କଳ ନୁୟଜ ), ୨୩-୦୩-୨୧ : ୩ ଓଡ଼ିଆ ଫିଲ୍ମ କୁ ମିଳିଛି ଜାତୀୟ ପୁରସ୍କାର | ୨୦୧୯ ବର୍ଷ ପାଇଁ ଷୋମବାର ଘୋଷଣା ହେଇଥିବା ୬୭ତମ ଜାତୀୟ ଚଳଚିତ୍ର ପୁରସ୍କାର ରେ ତାଲିକାରେ ଶଳା ବୁଢା ର ବଦଲା ଏବଂଗ କଲି ର ଅତୀତ ଯୁଗ୍ମ ଭାବେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହେଇଛନ୍ତି | ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦେଶିତ ଶଳା ବୁଢା ର ବଦଲା, ଶଳା ବୁଢା ସିରିଜ ର ତୁର୍ତିୟ ଫିଲ୍ମ |ସେହିପରି ଜଳବାୟୁ ପରିବର୍ତ୍ତନକୁ ନେଇ ନିର୍ମିତ ଫିଲ୍ମ କଲି ର ଅତୀତ କୁ ନିର୍ଦେଶନା ଦେଇଛନ୍ତି |