ବିଗବସ ୧୪ ର ବିଜେତା ହୋଇଛନ୍ତି ରୁବିନା ଦିଲଏକା

149

କଟକ (ଉତ୍କଳ ନ୍ୟୁଜ) ୨୩-୦୨-୨୦୨୧ : ବିଗ ବସ ୧୪ ସଂସ୍କରଣ ର ବିଜେତା ହୋଇଛନ୍ତି ରୁବିନା ଦିଲଏକା | ଏହି ସୋ ର ହୋଷ୍ଟ ସଲମାନ ଖାନ ଏହି ଘୋଷଣା କରିଛନ୍ତି | ରୁବିନା ଦିଲଏକା ବିଜେତା ଘୋଷଣା ହେବ ଅପରେ ତାଙ୍କ ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଇଥିଲେ |