୨୦୨୦ ର ମିସ ଇଣ୍ଡିଆ ମୁକୁଟ ପିନ୍ଧିଲେ ମନସା

136

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ତେଲେଙ୍ଗାନା ର ୨୩ ବର୍ଷୀୟ ମନସା ବାରଣାସୀ ୨୦୨୦ ମସିହା ପାଇଁ ମିସ ଇଣ୍ଡିଆ ହେବାର ଗୌରବ ଲାଭ କରିଛନ୍ତି | ମିସ ଇଣ୍ଡିଆ ୱାର୍ଲଡ ୨୦୨୦ ପ୍ରତିଯୋଗିତା ରେ ଚୂଡାନ୍ତ ପର୍ଯ୍ୟାୟ ରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା | ସେ ଚଳିତ ବର୍ଷ ଡ଼ିସେମ୍ବର ରେ ଆୟୋଜିତ ହେବାକୁ ଥିବା ମିସ ୱାର୍ଲଡ ପ୍ରତିଯୋଗୀତା ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ |