ବଲିଉଡ ଅଭିନେତା ରାଜୀବ କପୁର ଙ୍କ ପରଲୋକ

160

କଟକ (ଉତ୍କଳ ନ୍ୟୁଜ) ୧୦-୦୨-୨୦୨୧ : ବଲିଉଡ ଅଭିନେତା ତାଟହ ନିର୍ଦେଶକ ରାଜୀବ କପୁର ଙ୍କ ୫୮ ବର୍ଷ ବୟସ ରେ ପରଲୋକ | ସେ ଋଷି କପୁର ଓ ରଣଧୀର କପୁର ଙ୍କ ସଁ ଭାଇ | ତାଙ୍କ ର ମୃତ୍ୟୁ ହୃଦଘାତ ରେ ମୃତ୍ୟୁ ଘଟିଛି | ତାଙ୍କ ର ଅକାଳ ବିୟୋଗ ରେ ବଲିଉଡ ରେ ଶୋକ ର ଛାୟା ଖେଳିଯାଇଛି |