କେ ଜି ଏଫ -୨ ର ଜବରଦସ୍ତ ଟିଜର ରିଲିଜ

152

କଟକ (ଉତ୍କଳ ନ୍ୟୁଜ) ବହୁ ପ୍ରତୀକ୍ଷା ର ଅନ୍ତ ଘଟିଛି | ଫ୍ୟାନ ମାନେ ଏବେ ଅସ୍ବସ୍ତି କାରଣ ସୁପର ଷ୍ଟାର ୟଶ ଙ୍କ ର ବହୁପ୍ରତିକ୍ଷିତ କେଜିଏଫ -୨ ଟିଜର ରିଲିଜ ହୋଇ ସାରିଛି | କେଜିଏଫ -୨ କୁ ନେଇ ଫ୍ୟାନ ମାନଙ୍କ ମଧ୍ୟରେ ପ୍ରବଳ ଉତକୁଣ୍ଠା ଥିଲା | ଏଥିପାଇଁ ପ୍ଫିଲ୍ମ ର ଟିଜର କୁ ଜାନୁଆରୀ ୮ ତାରିଖ ରେ ଅର୍ଥାତ ୟଶ ଙ୍କ ର ଜନ୍ମଦିନ ଅବସରରେ ରିଲିଜ କରିବାକୁ ଧାର୍ଯ୍ୟ ହୋଇଥିଲା | ଏହି ଟିଜର ରିଲିଜ ହେବ ମାତ୍ରକେ ଏହା ଖୁବ ଭାଇରଲ ହୋଇଛି | ଏପର୍ଯ୍ୟନ୍ତ ଟିଜରକୁ ୨୦ ମିଲିୟନ ରୁ ଅଧିକ ଲୋକେ ଦେଖିସାରିଲେଣି |