ଫୋର୍ବସ ର ଅଧିକ ରୋଜଗାର କରୁଥିବା ସେଲିବ୍ରିଟ ଙ୍କ ତାଲିକା ରେ ଅକ୍ଷୟ କୁମାର

135

କଟକ (ଉତ୍କଳ ନ୍ୟୁଜ) ବିଶ୍ୱ ର ଲୋକ ପ୍ରିୟ ମାଗାଜିନ ଫୋର୍ବସ ଜାରି କରିଥିବା ଚଳିତ ବର୍ଷ ସବୁଠାରୁ ଅଧିକ ରୋଜଗାର କରୁଥିବା ସେଲିବ୍ରିଟି ଙ୍କ ତାଲିକା ରେ ବଲିଉଡ ଖିଲାଡୀ ଷ୍ଟାର ଅକ୍ଷୟ କୁମାର ୬ଷ୍ଠ ସ୍ଥାନ ରେ ଅଛନ୍ତି | ଏହି ତାଲିକା ରେ ଆମେରିକା ର ବିଜନେସ ଟାଇକୁନ କାଇଲି ଜେନର ୧ ନମ୍ବର ରେ ସ୍ଥାନରେ ଅଛନ୍ତି | ଅକ୍ଷୟ କୁମାର ଚଳିତ ବର୍ଷ ପାଖାପାଖି ୩୬୨ କୋଟି ତାଙ୍କ ରୋଜଗାର କରିଛନ୍ତି | ଏହା ତାଙ୍କ ର ଗୋଟିଏ ଫିଲ୍ମ ଲକ୍ଷ୍ମୀ ରୁ ହୋଇଥିବା ରୋଜଗାର | ଲକ୍ଷ୍ମୀ ଚଳିତ ବର୍ଷ ଓଟିଟି ପ୍ଲାଟଫର୍ମ ରେ ରିଲିଜ ହୋଇଥିଲା |