କୋରିଓଗ୍ରାଫର ରେମୋ ଡ଼ି ସୂଜା ହସ୍ପିଟାଲ ରେ ଭର୍ତ୍ତି

136

କଟକ (ଉତ୍କଳ ନ୍ୟୁଜ) ବଲିଉଡ ର ଖ୍ୟାତିନାମ ନିର୍ଦେଶକ ତଥା ନୃତ୍ୟ କୋରିଓଗ୍ରାଫର ରେମୋ ଡ଼ି ସୂଜା ହୃଦ ଘାତ ରେ ପୀଡିତ ହୋଇଛନ୍ତି | ସେ ଏବେ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲ ରେ ଭର୍ତ୍ତି ଅଛନ୍ତି | ତାଙ୍କ ସ୍ଥିତି ଏବେ ସ୍ଥିତ ଅଛି ବୋଲି ସେତାହାକର ଡାକ୍ତର କହିଛନ୍ତି | ସେ ଅନେକ ଫିଲ୍ମ ଗୁଡିକ ରେ ନିର୍ଦେଶନା ଦେଇଛନ୍ତି ବାଜିରାଓ ମସ୍ତାନୀ ଫିଲ୍ମ ପାଇଁ ଶ୍ରେଷ୍ଠ କୋରିଓଗ୍ରାଫର ଭାବେ ସାମ୍ମନିତ କରାଯାଇଥିଲା | ସେ ଷ୍ଟ୍ରିଟ ଡ୍ୟାନ୍ସର , ଏବିସିଡ଼ି ଭଳି ଫିଲ୍ମ ରେ ନିର୍ଦେଶନା ଦେଇଛନ୍ତି |