ପରୋପକାର ପାଇଁ ସର୍ବସ୍ବ ବନ୍ଧକ ରଖିଲେ ଅଭିନେତା ସୋନୁ ସୁଦ

118

କଟକ (ଉତ୍କଳ ନ୍ୟୁଜ) ଅଭିନେତା ସୋନୁ ସୁଦ ପରୋପକାର ପାଇଁ ତାଙ୍କ ର ମୁମ୍ବାଇ ସ୍ଥିତ ନିଜର ୮ ସମ୍ପତ୍ତି କୁ ବନ୍ଧକ ରଖିଛନ୍ତି | ଲକ ଡାଉନ ସମୟରେ ଅସହାୟ ଙ୍କୁ ସାହାଯ୍ୟ ନିମନ୍ତେ ୧୦ କୋଟି ତାଙ୍କ ପାଣ୍ଠି ସଂଗ୍ରହ କରିବା ଉଧେଶ୍ୟ ରେ ସେ ଏହି ପଦକ୍ଷେପ ନେଇଛନ୍ତି | ଯୁହୁ ସ୍ଥିତ ନିଜ ସମ୍ପତ୍ତି କୁ ବନ୍ଧକ ରଖି ସେ ଋଣ ଆଣିଛନ୍ତି | ତାଙ୍କ ସମ୍ପତ୍ତି ମଧ୍ୟରେ ୨ ଦୋକାନ ଓ ୬ଟି ଫ୍ଲାଟ ରହିଛି | ଲୋକଙ୍କ କଲ୍ୟାଣ ପାଇଁ ସମ୍ପତ୍ତି ବନ୍ଧକ ରଖି ଋଣ କରିଥିବା ୧୦ କୋଟି ଟଙ୍କା ର ସୁଦ୍ଧା ସୋନୁ ପୈଠ କରିବେ | ନିକଟରେ ସେ ନିଜେ ଟୁଇଟ ର ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ଯେ ପ୍ରତ୍ୟକ ଅସହାୟ ଙ୍କ ନିକଟରେ ପହଁଚିବା ଅସମ୍ଭବ | ତଥାପି ନିଜର ଶ୍ରେଷ୍ଠ ଦେବାକୁ ମୁ ଚେଷ୍ଟା କରୁଛି | ଟଙ୍କା ର ଏହି ପ୍ରୟାସ ଲାଗି ନିକଟରେ ସୋନୁ ସୁଦ ୟୁନାଇଟେଡ଼ ନେସନ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ ଦ୍ୱାରା ସମ୍ମାନସବ ଶ୍ସଟେନେଵାଲା ଡେଭଲପ୍ମେଣ୍ଟ ଗୋଲ ସ୍ପେସିଆଲ ହ୍ୟୁମାନଟରିଆନ ଆକ୍ସନ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି |