ଭାରତୀ ସିଂ ଓ ଟଙ୍କା ସ୍ୱାମୀ ହର୍ଷ ଙ୍କୁ ମିଳିଲା ଜାମିନ |

121

କଟକ (ଉତ୍କଳ ନ୍ୟୁଜ) ଘରେ ରଖିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ସୋମବାର ଦିନ ଜାମିନ ମିଳିଛି | ମୁମ୍ବାଇ ର ନାର୍କଟିକ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରାପିକ ସବଷ୍ଟନସ କୋର୍ଟ ୧୫ ହଜାର ଟଙ୍କା ଲେଖାଏଁ ବଣ୍ଡରେ ଦମ୍ପତି ଙ୍କୁ ଜାମିନ ପ୍ରଦାନ କରିଛନ୍ତି | ଡ୍ରଗ୍ସ ସେବନ ଅଭିଯୋଗରେ ଭାରତୀ ଙ୍କୁ ଶନିବାର ଏନସିବି ଗିରଫ କରିଥିଲା |