ଅଭିନେତା ଅର୍ଜୁନ ରାମପାଲ ଙ୍କ ଘରେ ଏନସିବି ର ଚଢ଼ାଉ

120

କଟକ (ଉତ୍କଳ ନ୍ୟୁଜ) ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଆଜି ଅଭିନେତା ଅର୍ଜୁନ ରାମପାଲ ଙ୍କ ଘରେ ଚଢ଼ାଉ କରିଛି | ସୋମବାର ସକାଳେ ଏନସିବି ର ଅଫିସର ମାନେ ତାଙ୍କର ଘରେ ପହଂଚିଛି ଯାଞ୍ଚ କରିଥିଲେ | ଯାଞ୍ଚ ବେଳେ ତାଙ୍କୁ ଘରୁ କିଛି ଡିଜିଟାଲ ଉପକରଣ ଓ ବ୍ୟାନ ମେଡ଼ିସିନ ଜବତ କରାଯାଇଛି | ଅନ୍ୟପକ୍ଷରେ ଆସନ୍ତା ନଭେମ୍ବର ୧୧ ରେ ଅର୍ଜୁନ ଙ୍କୁ ଏନସିବି ଅଫିସ ରେ ପହଂଚିବାକୁ କୁହାଯାଇଛି |